menu-iconlogo
huatong
huatong
avatar

Mo Chhatira Dhadkan Re

Sabisesh Mishrahuatong
prissymomma89huatong
بول
ریکارڈنگز
ହୋ-ହୋ-ହୋ

ହୋ-ହୋ-ହୋ

ମୋ ଛାତିର धड़कन ରେ ତୁ...

ମୋ ରାତିର मरहम ରେ ତୁ...

ତୁ ଯେବେଠୁ ବାସିଲୁ ମୋ ନିଶ୍ବାସରେ

ତୁ ଯେବେଠୁ ଆସିଲୁ ମୋ ବିଶ୍ୱାସରେ

ସେବେଠୁ ମହକି-ମହକି ଯାଉଛି ମୁଁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ମୋ ଛାତିର धड़कन ରେ ତୁ...

ମୋ ରାତିର मरहम ରେ ତୁ...

ତୁ...

ମୁଁ ନାହିଁ ମୋ ଭିତରେ

ତୋ ଭିତରେ ହଜିଛି ମୁଁ

ପାଉନାହିଁ ନିଜକୁ ମୁଁ ଯେତେଥର ଖୋଜୁଛି

କୋଉଠୁ ତୁ ଆସିଲୁ ଲୋ ସୁନାରଙ୍ଗି ଚଢ଼େଇ

ନେଇଗଲୁ ମୋ ଠାରୁ ମତେ ପୁରା ଛଡ଼େଇ

ତୁ ଯେବେଠୁ ନାଚିଲୁ ମୋ ପଲକରେ

ତୁ ଯେବେଠୁ ଲୁଚିଲୁ ମୋ ହୃଦୟରେ

ସେବେଠୁ ଚହଲି-ଚହଲି ଯାଉଛି ମୁଁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ମୋ ଛାତିର धड़कन ରେ ତୁ...

ମୋ ରାତିର मरहम ରେ ତୁ...

ହଁ, ମୁଁ ଥିଲି ଆଜି ଯାଏଁ ବାରମାସୀ बंजारा

ମତେ ବାନ୍ଧି ରଖିଦେଲା ତୋ ଗଭା ଗଜରା

ମନ ଥିଲା ଆଜି ଯାଏଁ ଭସା-ଭସା ବାଦଲ

କେବେ ବାଜେ ଛାତି ତଳେ ତୋ ପ୍ରେମର ମାଦଲ

ମୁଁ ଯେବେଠୁ ପାଇଲି ତୋ ଅନୁରାଗ

ହଁ, ଲାଗିଲା ଏଇ ତ ମୋ ସୌଭାଗ୍ୟ

ସେବେଠୁ ଜୀବନ୍ତ-ଜୀବନ୍ତ ଲାଗୁଛି ମୁଁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ଯେମିତି खुदा ର ଉପହାର ତୁ ହି ହଁ ତୁ

ମୋ ଛାତିର धड़कन ରେ ତୁ...

ମୋ ରାତିର मरहम ରେ ତୁ...

ତୁ...

ତୁ...

Sabisesh Mishra کے مزید گانے

تمام دیکھیںlogo