ଝି: ଶଙ୍କର ଶଙ୍କର, ଶିବ ଶଙ୍କର
**********************
ଝି: କୋପେ ଦିଅ ଅବା ତପେ ବର
**********************
ଝି: କହି ଦିଅ......
କହି ଦିଅ......
କହି ଦିଅ, କହି ଦିଅ
ଯଦି କହିପାର....
କେବେ ତରଳିବ, ମନ ତାର
କେବେ ତରଳିବ, ମନ ତାର
ପୁ: ଶଙ୍କର ଶଙ୍କର, ଶିବ ଶଙ୍କର
**********************
ପୁ: କୋପେ ଦିଅ କି ତପେ ଦିଅ
**********************
ପୁ: କହି ଦିଅ......
କହି ଦିଅ......
କହି ଦିଅ, କହି ଦିଅ
ଯଦି କହିପାର....
ଆଇନାରେ ଦେଖୁ, ମୁହଁ ତାର
ଆଇନାରେ ଦେଖୁ, ମୁହଁ ତାର
---M3S/136002---
--REQUESTED BY--
--SANGHAMITRA PANDA--
---M3S/136002---
ଝି: ହାତେ ନେଇ, ଆସିଛି ମୁଁ
ଦୀପ ପୂଜା ଥାଳି
ମୋ ଶୁଭକୁ...ମତେ ଦିଅ
ଏଇ ଛୋଟ ଅଳି
ସତେ ପୁଣି, କେତକୀର
ଭାଗ୍ୟ ମୁଁ ପାଇବି
ଯାହା ଲାଗି...ଜନମ ତ
ସେବାରେ ଲାଗିବି
ପୁ: ଶଙ୍କର ଶଙ୍କର, ଶିବ ଶଙ୍କର
**********************
ପୁ: କୋପେ ଦିଅ ଅବା ତପେ ବର
**********************
ପୁ: ଦେଇ ଦିଅ....
ଦେଇ ଦିଅ....
ଦେଇ ଦିଅ, ଦେଇ ଦିଅ
ଯଦି ଦେଇ ପାର
ମନଲାଖି ଗୋଟେ, ବୁଢ଼ା ବର
ମନଲାଖି ଗୋଟେ, ବୁଢ଼ା ବର
---M3S/136002---
--REQUESTED BY--
--SANGHAMITRA PANDA--
---M3S/136002---
ଝି: ତୁମ ପାଦେ, ମୋ ଗୁହାରି
ଖାଲି ତ ଏତିକି
ଲୋକ ହସା...କରିବନି
ତୁମରି ଶଶି କି
ଜପ ତପ, ପୂଜା ମତେ
କିଛି ନାହିଁ ଜଣା
ସେଥିପାଇଁ...କରୁଣାରୁ
କରିବନି ଉଣା
ପୁ: ଶଙ୍କର ଶଙ୍କର, ଶିବ ଶଙ୍କର
**********************
ପୁ: ଗପ ଶୁଣ ତାର, ଦୁଃଖ ହର
**********************
ପୁ: ଦୟା କର......
ଦୟା କର......
ଦୟା କର, ଦୟା କର
ଯଦି କରିପାର
ଉଦଣ୍ଡି କରିବ, ମାରଧର
ଉଦଣ୍ଡି କରିବ, ମାରଧର
ଝି: କେବେ ତରଳିବ, ମନ ତାର
ପୁ: ଆଇନାରେ ଦେଖୁ, ମୁହଁ ତାର
---M3S/136002---