(F) କଥା ତ ଏତିକି ତୁମେ ମୋ ପାଇଁ
ଦୁଃଖ ସହି ମତେ କରିବାକୁ ଚାହଁ ସୁଖୀ
(M) କଥାବି ଏତିକି ତୁମକୁ ପାଇ ମୁଁ
ଦୁନିଆ ରେ ଆଜି ବଞ୍ଚିବା ଯାଇଛି ସିଖି
(F) କଥା ତ ଏତିକି ....
(M) କଥାବି ସେତିକି ...
music. ......
(M) ସପନ ଦେଖିଛି ସତବି କରିଛି
ଦୁନିଆ ଛାଡ଼ି ମୁଁ ଦୁନିଆ ପାଇଛି
(F) ତୁମକୁ ଚୋରାଇ ନେଇ ମୁଁ ଆସିଛି
ସୁଖ ର ବଦଳେ ଦୁଃଖ ହିଁ ଦେଇଛି
(M) କଥା ତ ଏତିକି ଏଯାଏ ରହିଛି
ଗାଲରେ କଜଳ ଲୁହ ତ ଯାଇଛି ସୁଖୀ
(M)+(F) -(କଥାବି ଏତିକି ଆମ ଦୁଃଖ ସୁଖ
ହସ ଲୁହ ର ଦୁହେଁ ତ ଦୁହିଁଙ୍କ ସାଥୀ
କଥା ତ ଏତିକି କଥା ତ ସେତିକି )