menu-iconlogo
huatong
huatong
avatar

Mana Khojuthila Gote Premika

Humane sagar/Arpita Choudhuryhuatong
🤓-:🅼🅰🅽🅾🆁🅰🅽🅹🅰🅽:-🤓huatong
歌詞
作品
ମନ ଖୋଜୁଥିଲା ଗୋଟେ ପ୍ରେମିକା

ତାକୁ ମିଳିଲା ମନର ନାୟିକା

ପ୍ରେମ ହେଲାକି ହାଏ ମୋତେରେ ଓ.....

ଫିକା ଫିକା ଥିଲା ଏଇ ଜୀବନ

ରଙ୍ଗ ଭରିଆଣି ଦେଲୁ ଫଗୁଣ

ପ୍ରେମ ହେଲାକି ହାଏ ମୋତେରେ ଓ.....

ଚାହିଁଦେଲୁ ମୋତେ ଯେବେ ତୁ ବୁଲି

ବିନା ଫଗୁଣରେ ଆସିଲା ହୋଲି

ପ୍ରେମ ତୋ ମାରିଦେଲାରେ ଓ.....

ମନ ଖୋଜୁଥିଲା ଗୋଟେ ପ୍ରେମିକା

ତାକୁ ମିଳିଲା ମନର ନାୟିକା

ପ୍ରେମ ହେଲାକି ହାଏ ମୋତେରେ ଓ.....

ଲାଜ ମିଶା ତୋର କୁନି ଓଠରେ

କହିଗଲୁ କେତେ କଥା

ସବୁ ବୁଝିଗଲି ସବୁ ମାନିନେଲି

ପ୍ରେମର ଅକୁହା କଥା

ଲାଜ ମିଶା ତୋର କୁନି ଓଠ..ରେ

କହିଗଲୁ କେତେ କଥା

ସବୁ ବୁଝିଗଲି ସବୁ ମାନିନେଲି

ପ୍ରେମର ଅକୁହା କଥା

ହାତକୁ ମୋ ଯେବେ

ଦେଲୁ ତୁ ଧରି

ଲାଗୁଚି ସତେକି ଯିବିମୁଁ ମରି

କି ଯାଦୁ କଲୁ କ..ହରେ.. ଓ....

ମନ ଖୋଜୁଥିଲା ଗୋଟେ ପ୍ରେମିକା

ତାକୁ ମିଳିଲା ମନର ନାୟିକା

ପ୍ରେମ ହେଲାକି ହାଏ ମୋତେରେ ଓ....

ପାଦ ଚିପି ଚିପି ଗଲି ପାଖକୁ

ହେଲା ତୋ ସାଥିରେ ଦେଖା...

ମୋ ହାତ ପାପୁଲି ଯେବେ ମୁଁ ଦେଖିଲି

ତୋ..ନାଁ ହେଇଚି ଲେଖା

ପାଦ ଚିପି ଚିପି ଗଲି ପାଖକୁ

ହେଲା ତୋ ସାଥିରେ ଦେଖା

ମୋ ହାତ ପାପୁଲି ଯେବେ ମୁଁ ଦେଖିଲି

ତୋ..ନାଁ ହେଇଚି ଲେଖା

ନଜରରେ ମୋତେ ଦେଲୁ ତୁ ଧରି

ପୃଥିବୀ ଏଇଠି ଗଲାକି ସରି

କି ରଙ୍ଗ ଲାଗି ଗଲାରେ ଓ....

ମନ ଖୋଜୁଥିଲା ଗୋଟେ ପ୍ରେମିକା

ତାକୁ ମିଳିଲା ମ..ନର ନାୟିକା

ପ୍ରେମ ହେଲାକି ହାଏ ମୋତେରେ ଓ.....

ଫିକା ଫିକା ଥିଲା ଏଇ ଜୀବନ

ରଙ୍ଗ ଭରି..ଆଣିଦେଲୁ ଫଗୁଣ

ପ୍ରେମ ହେଲାକି ହାଏ ମୋ..ତେରେ ଓ.....

ଆଉ ଅଲଗା ଗିତ ର SUGGETION ପାଇଁ

更多Humane sagar/Arpita Choudhury熱歌

查看全部logo