menu-iconlogo
huatong
huatong
avatar

Janu Tame Chamkucha

Humane sagarhuatong
𒆜⃝🇦di➻❥͜͡𝄟🐚🅙🅐🅨🐚huatong
歌詞
作品
ହୋ.... ହୋ.... ହୋ... ହୋ....

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

କେବେ ହସୁଚ

କେବେ ରାଗୁଚ

କେବେ ଚାହିଁକି

ମୁଁହ ମୋଡ଼ି ଯାଉଚ

ଜାନୁ ତମେ ଜାଳୁଚ ଜାଳୁଚ ବହି ଜାଳି ଦଉଚ

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

ଘରୁ ଯେବେ ଆସ ପାଦ କାଢ଼ି ଅଗଣାକୁ

ନ ବରଷି ବାକୁ କହେ ମେଘ କୁ

କାଳେ ସିଏ ଛୁଇଁ ଭାରି ଖୁସି ହେଇ ଯିବ

ତାକୁ ଦେଖି ମନ ଈର୍ଷା କରିବ

ତମେ ଚାଲୁଚ

ପୁଣି ଝୁଣ୍ଟୁଚ

ମିଛି ବୟସ ର

ଦୋଷ ଦେଇ ଦଉଚ

ଜାନୁ ତମେ ଜାଳୁଚ ଜାଳୁଚ ବହି ଜାଳି ଦଉଚ

ଜାନୁ ତମେ ଚମକୁଚ ଚମକୁଚ ଏତେ କାଇଁ ଚମକୁଚ

ଗାଁ ଗଳି ବାଟେ ଯେବେ ଯାଅ ଚାଲି ଚାଲି

ଧୀରେ ଧୀରେ ତମେ ଚାହଁ ବୁଲିକି

ପଖକୁ ମୁଁ ଗଲେ ରହିଯାଅ ସେଇଠି ଯେ

ମୁହାମୁହିଁ ହେଲେ କିଛି ହୁଏକି

ଭଲ ପାଉଛ

ଆସି କହୁଛ

ହେଲେ କୁହତ

ତମେ କାଇଁ ଏତେ ଡରୁଚ ଜାନୁ ତମେ ଜାଳୁଚ ଜାଳୁଚ

ବହି ଜାଳି ଦଉଚ ଜାନୁ ତମେ ଚମକୁଚ ଚମକୁଚ

ଏତେ କାଇଁ ଚମକୁଚ

更多Humane sagar熱歌

查看全部logo