?ଜୟ ଜଗନ୍ନାଥ? 
ଯାହାକୁ ପଚାର ସିଏ ତ କହିବ 
ଯାହାକୁ ପଚାର ସିଏ ତ କହିବ 
ସୁନା ସୁନ୍ଦର କି ହୀରା ସୁନ୍ଦର 
ଜାଣିଛୁ ଯଦି ତୁ କହରେ କାଳିଆ 
ଜାଣିଛୁ ଯଦି ତୁ କହରେ କାଳିଆ 
ରାଧା ସୁନ୍ଦର କି ମୀରା ସୁନ୍ଦର 
ରାଧା ସୁନ୍ଦର କି ମୀରା ସୁନ୍ଦର 
ଯାହାକୁ ପଚାର ସିଏ ତ କହିବ 
ଯାହାକୁ ପଚାର ସିଏ ତ କହିବ 
ଶଙ୍ଖା ସୁନ୍ଦର କି କାଚ ସୁନ୍ଦର 
ଜାଣିଛୁ ଯଦି ତୁ କହରେ କାଳିଆ 
ଜାଣିଛୁ ଯଦି ତୁ କହରେ କାଳିଆ 
ଗୀତ ସୁନ୍ଦର କି ନାଚ ସୁନ୍ଦର 
ରାଧା ସୁନ୍ଦର କି ମୀରା ସୁନ୍ଦର 
?JAGANNATH?PREMI? 
ROOM ID-171653 
ROOM TIME-9:00AM TO 10:30AM 
ନାଉରିକୁ ଯଦି ପଚାରେ କିଏସେ 
ନା ସୁନ୍ଦର କି ନଈ 
ବିଚରା ନାଉରି କି ଦବ ଉତ୍ତର 
କିଛି ପାରେ ନାହିଁ କହି 
ସେମିତି କାଳିଆ କାହିଁକି ଦେଲୁ ତୁ 
ଦୁଇ ନାବେ ଦୁଇ ପାଦ 
ଗୋଟେ ପଟେ ରାଧା ଗୋଟେ ପଟେ ମୀରା 
ଚୋରେଇ ନେଲେ ତୋ ନିଦ 
ଯାହାକୁ ପଚାର ସିଏ ତ କହିବ 
ଯାହାକୁ ପଚାର ସିଏ ତ କହିଵ 
ଫୁଲ ସୁନ୍ଦର କି ବାସ ସୁନ୍ଦର 
ଜାଣିଛୁ ଯଦି ତୁ କହରେ କାଳିଆ 
ଜାଣିଛୁ ଯଦି ତୁ କହରେ କାଳିଆ 
ପୂଜା ସୁନ୍ଦର କି ରାସ ସୁନ୍ଦର 
ରାଧା ସୁନ୍ଦର କି ମୀରା ସୁନ୍ଦର 
 LYRICS BY KARTIK 
REQUEST ଜଗନ୍ନାଥ ପ୍ରେମିବୃନ୍ଦ 
କଇଁ ଚାହିଁଥାଏ ଚାନ୍ଦ ଆସୁଥାଏ 
ସବୁ ଦିନ ଉଇଁ ଉଇଁ 
ଚାନ୍ଦ କୁ ଅନେଇ ଖୁସି ହୁଏ କଇଁ 
ନ ପାରୁ ପଛକେ ଛୁଇଁ 
ସେଥିପାଇଁ ବୋଧେ ରହିଲୁ କାଳିଆ 
ମୀରା ଠୁ ଦୁରେଇ ହୋଇ 
ନିଜେ ତ କାନ୍ଦିଲୁ କି ସୁଖ ବା ଦେଲୁ 
ରାଧା କୁ ପାଖରେ ପାଇ 
ଯାହାକୁ ପଚାର ସିଏ ତ କହିବ 
ଯାହାକୁ ପଚାର ସିଏ ତ କହିବ 
ଦିନ ସୁନ୍ଦର କି ରାତି ସୁନ୍ଦର 
ଜାଣିଛୁ ଯଦି ତୁ କହରେ କାଳିଆ 
ଜାଣିଛୁ ଯଦି ତୁ କହରେ କାଳିଆ 
ରାଣୀ ସୁନ୍ଦର କି ଦାସୀ ସୁନ୍ଦର 
ରାଧା ସୁନ୍ଦର କି ମୀରା ସୁନ୍ଦର 
ଯାହାକୁ ପଚାର ସିଏତ କହିବ 
ଯାହାକୁ ପଚାର ସିଏ ତ କହିବ 
ସୁନା ସୁନ୍ଦର କି ହୀରା ସୁନ୍ଦର 
ଜାଣିଛୁ ଯଦିତୁ କହ ରେ କାଳିଆ 
ଜାଣିଛୁ ଯଦି ତୁ କହରେ କାଳିଆ 
ରାଧା ସୁନ୍ଦର କି ମୀରା ସୁନ୍ଦର 
ଗୀତ ସୁନ୍ଦର କି ନାଚ ସୁନ୍ଦର 
ପୂଜା ସୁନ୍ଦର କି ରାସ ସୁନ୍ଦର 
ରାଣୀ ସୁନ୍ଦର କି ଦାସୀ ସୁନ୍ଦର