menu-iconlogo
huatong
huatong
odia-bhakti-kanhure-mo-kanhure-odia-bhajan-hq-cover-image

KANHURE MO KANHURE (ମୟୁର ଚନ୍ଦ୍ରିକା) odia bhajan HQ

ODIA BHAKTIhuatong
LB🎵MUSICAL🎶🎻ଓଡ଼ିଆ🎉huatong
Lyrics
Recordings
F-କାହ୍ନୁରେ......

🎼🎼🎼🎼🎼

ମୋ କାହ୍ନୁରେ.....

🎶 🎵 🎶 🎵 🎶 🎵 🎶 🎵 🎶 🎵

କାହ୍ନୁରେ ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ (2)

କାହ୍ନୁରେ... ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ

କହିବୁକି ସତ କହିବୁକି(2)

ଘଡିରେ ଘଡିଏ ଲହୁଣି ଥିଲା

ସତକହ ଖାଇଚୁ କି ଧନରେ (2)

କାହ୍ନୁରେ ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ (2)...

🙏🌹JAGANNATH 🛐PREMI 🌹🙏

Room id 171653

Time 9.00am

M-ମା ଲୋ ମା ମୋ ସୁନା ମା

ମୋ ସୁନା ମା ମୋ ସୁନା ମା

ଦେଖିଛୁ କି ମୋତେ ଦେଖିଛୁ କି (2)

ଯାଇଥିଲି ପରା ଗାଇ ମୁଁ ଚୋରେଇ ସାରାଦିନ ମୁଁ ଘରେ ଥିଲି କି

ସକାଳ ପହଁରୁ ଗାଈଗୋଠ ନେଇ ଯାଇଥିଲି ମଧୁବନ

ଥକି ଯାଇଚି ଭୋକ ବି ଲାଗୁଚି ଖାଇ ନାହିଁ ସାରା ଦିନ

ସକାଳ ପହଁରୁ ଗାଈଗୋଠ ନେଇ ଯାଇଥିଲି ମଧୁବନ

ଥକି ଯାଇଚି ଭୋକ ବି ଲାଗୁଚି ଖାଇ ନାହିଁ ସାରା ଦିନ

ମା ଦବୁ କି କହ ମା ଦବୁ କି କହ(2)

ଭୋକରେ ମୋ ପେଟ ପୋଡି ଯାଏ ରେ.. (2)

F-କାହ୍ନୁରେ ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ

କହିବୁ କି କାହ୍ନୁ କହିବୁକି କାହ୍ନୁ କହିବୁ କି

ସାଇ ପଡ଼ିଶାରୁ ଲହୁଣି ଚୋରେଇ

ସତ କହ ଖାଇଚୁ କି ଧନରେ (2)

କାହ୍ନୁରେ ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ (2)...

Song upload by laxman

Request by MUKTA MAA

🙏 🌹 JAGANNATH 🛐 PREMI 🌹 🙏

M-ଲହୁଣି ଖାଇବା ଦୂରର କଥା ମାଆ ଦେଖି ନାହିଁ ଦେଖି ନାହିଁ

କେଉଁଠି ଲୁଚାଇ ରଖିଛୁ ଶିକାରେ ଜାଣିନାହିଁ

ଲହୁଣି ଖାଇବା ଦୂରର କଥା ମାଆ ଦେଖି ନାହିଁ ଦେଖି ନାହିଁ

କେଉଁଠି ଲୁଚାଇ ରଖିଛୁ ଶିକାରେ ଜାଣିନାହିଁ

ଭାବିଛୁ କି ମା ଭାବିଚୁ କି ଭାବିଛୁ କି କେବେ ଭାବିଛୁ କି

ମୁଁ କେଡେ ଚ୍ଛୋଟିଆ ମୋ ହାତ ଚ୍ଛୋଟିଆ

ଶିକା କୁ ମୋ ହାତ ପାଇବ କି

F-ତୋ ନାଲିଆ ଓଠ ଧଳା ହେଲା କେମିତି

ତୋ ମୁହଁରେ ସର ଲାଗିଲା ରେ କେମିତି

ସତକଥା କହିବୁକି ଧନରେ (2)

କାହ୍ନୁରେ ମୋ କାହ୍ନୁରେ..

ଡାକିଲେ ଯଶୋଦା ମୋ କାହ୍ନୁରେ (2)...

ODIA BHAKTI ଏକମାତ୍ର ଆଧ୍ୟତ୍ମିକ ଭଜନ ଗୃହ

ROOM ID 171653

TIME 9.00AM

M-ମାଲୋ ମା ମୋ ସୁନା ମା,ତୋ ରାଣ ଖାଉଚି ମୋ ସୁନା ମା (2)

ସତ ମୁଁ କହୁଚି ତୋ ଦେହ ଛୁଉଛି, ସର ଲହୁଣୀ ମୁଁ ଖାଇଚି ମା

ଯାହା ଇଚ୍ଛା ଦଣ୍ଡ ମୋତେ ଦେ ରେ (2)

F-କାହ୍ନୁରେ ମୋ କାହ୍ନୁରେ..

ତୁ ମୋର ଧନ ସଙ୍ଖାଳୀ ରେ.....

ତୋତେ ଛାଡି ରହିକି ପାରିବି ରେ

ପାଖକୁ ଆ ଟିକେ ଧନରେ....

More From ODIA BHAKTI

See alllogo