ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
ମାଲୋ ତୋତେ ଡାକୁଚି କେତେ 
ମାଲୋ ତୋତେ ଡାକୁଚି କେତେ ଆତୁର ହୋଇ 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
🙏🌹JAGANNATH 🛐PREMI 🌹🙏 
Room id 171653 
Time 9.00am 
ମନ୍ଦିରେ ବସିଲୁ କି ପାଷାଣ ହୋଇ 
ମୋହରି ଡାକ ତୋତେ ଶୁଭେ କି ନାହିଁ 
🎶🎵🎶🎵🎶🎵🎶🎵🎶🎶 
ମନ୍ଦିରେ ବସିଲୁ କି ପାଷାଣ ହୋଇ 
ମୋହରି ଡାକ ତୋତେ ଶୁଭେ କି ନାହିଁ 
ମୁଁ ଜଣେ ଦୀନହୀନ ଜନମ ଦୁଃଖୀ 
ମୋହରି ଦୁଃଖ କି ତୁ ପାରୁନୁ ଦେଖି 
ମାଲୋ ତୋତେ ଡାକିବି କେତେ 
ମାଲୋ ତୋତେ ଡାକିବି କେତେ ଆତୁର ହୋଇ 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
Song upload by laxman 
Request by DEBA PARIDA 
🙏🌹JAGANNATH 🛐PREMI 🌹 🙏 
ଆସରା କରିଛି ମା ତୋ ନାମକୁ 
ବିପଦେ ଆପଦେ ମୋ ସାହା ହେବୁ ତୁ 
🎶🎵🎶🎵🎶🎵🎶🎵🎶🎶 
ଆସରା କରିଛି ମା ତୋ ନାମକୁ 
ବିପଦେ ଆପଦେ ମୋ ସାହା ହେବୁ ତୁ 
ତୋ ପାଖେ ଦେଇଚି ମୋ ଜୀବନ ଡୋରି 
ଏ ଭବ ସଂସାରୁ ମା କରିବୁ ପାରି 
ଜାଣିଚି ନିଶ୍ଚେ ଶୁଣିବୁ ଡାକ 
ଜାଣିଚି ନିଶ୍ଚେ ଶୁଣିବୁ ଡାକ ମାଲୋ ତୁହି 
ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ 
ଜଗତ ଜନନୀ ମା ହିଙ୍ଗୁଳାଇ 
ଜଗତ ଜନନୀ ମା ହିଙ୍ଗୁଳାଇ 
ଜଗତ ଜନନୀ ମା ହିଙ୍ଗୁଳାଇ... 🙏🙏🙏