menu-iconlogo
logo

E Phula Kaha Thare

logo
Paroles
ଲାରେ-ଲାରେ-ଲା-ଲାଲା-ଲା-ଲାଲା

ଲାଲାଲା-ଲାଲାଲା-ଲାଲା-ଲାରେ-ଲାଲା

ଲାରେ-ଲାରେ-ଲା-ଲାଲା-ଲା-ଲାଲା

ଲାଲାଲା-ଲାଲାଲା-ଲାଲା-ଲାରେ-ଲାଲା

पल-पल ପଡ଼େ ପଲକ ମୋ

ନିଦ ନାହିଁ ଆଖିରେ

ରିମଝିମ୍ ଲାଗେ ଦେହ ମୋର

ହଲଚଲ୍ ହୁଏ ଛାତିରେ

पल-पल ପଡ଼େ ପଲକ ମୋ

ନିଦ ନାହିଁ ଆଖିରେ

ରିମଝିମ୍ ଲାଗେ ଦେହ ମୋର

ହଲଚଲ୍ ହୁଏ ଛାତିରେ

ଆଗରୁ ହେଇନି ଯାହା ମୋ ଜୀବନରେ

ଘଟୁଛି ଆଜି ଏ ବୟସରେ

ଏ ଫୁଲ କହ ଥରେ, ମୋ କାନେ ଗୁପତରେ

ଏମିତି ହୁଏ ସତେ କି ହାଁ? ପ୍ରେମରେ ପଡ଼ିଗଲେ

ଏ ଫୁଲ କହ ଥରେ

(ନା, ନା, ନା, ନାନାନା)

ଯେତିକି ଖଟା ସେତେ ମିଠା, ପ୍ରେମର ଏ ବର୍ଷା ଛିଟା

ହଁ, ଯେତିକି ଖଟା ସେତେ ମିଠା, ପ୍ରେମର ଏ ବର୍ଷା ଛିଟା

ଭିଯାଏ ଯେତେ ଜାଳେ ସେତେ

କରୁଚି ମତେ ହଟହଟା

ମୁଁ ଆଉ ମୁଁ ହେଇ ନାହିଁ କାଳେ

ସପନେ ବୁଡ଼ିଚି ସବୁବେଳେ

ଏ ଫୁଲ କହ ଥରେ, ମୋ କାନେ ଗୁପତରେ

ଏମିତି ହୁଏ ସତେ କି ହାଁ? ପ୍ରେମରେ ପଡ଼ିଗଲେ

ଏ ଫୁଲ କହ ଥରେ

ଗୁଜବ ଉଠେ ମୋ ନାଁରେ, ଚାଲିଚି ବୋଲି ଚୋରା ପ୍ରୀତି

ହଁ, ଗୁଜବ ଉଠେ ମୋ ନାଁରେ, ଚାଲିଚି ବୋଲି ଚୋରା ପ୍ରୀତି

କହି ପାରେନା ମନ କଥା, ଅଜବ ଏ ଅନୁଭୂତି

ମୁଁ ଆଉ ମୁଁ ହେଇ ନାହିଁ କାଳେ

ନୀତି ଘର ବାଟ ଭୁଲେ

ଏ ଫୁଲ କହ ଥରେ, ମୋ କାନେ ଗୁପତରେ

ଏମିତି ହୁଏ ସତେ କି ହାଁ? ପ୍ରେମରେ ପଡ଼ିଗଲେ

ଏ ଫୁଲ କହ ଥରେ