menu-iconlogo
logo

O Sathire Sundari Mu Heli Aji To Sindura Re

logo
Paroles
କଥାଚିତ୍ର-ଆଲୋ ମୋର କଣ୍ଢେଇ

କଣ୍ଠଶିଳ୍ପୀ-କୁମାର ବାପି ଏବଂ ଶୈଳଭାମା

ଝି-ଓ..ସାଥିରେ...

ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୁର ରେ

ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୁର ରେ

ପୁ-ତୁ ମତେ ମିଳିଗଲୁ ମୁଁ ତତେ ମିଳିଗଲି

ତୁ ମତେ ମିଳିଗଲୁ ମୁଁ ତତେ ମିଳିଗଲି

ଝି-ଆଉ କିଛି ଲୋଡ଼ା ନାହିଁ ରେ...

ପୁ-ଓ..ସାଥିରେ....

ଧରା ପଡ଼ିଗଲି ଆଜି ତୋ ଓଢଣୀରେ....

ଧରା ପଡ଼ିଗଲି ଆଜି ତୋ ଓଢଣୀରେ

ଝି-ତୁ ମତେ ମିଳିଗଲୁ ମୁଁ ତତେ ମିଳିଗଲି

ତୁ ମତେ ମିଳିଗଲୁ ମୁଁ ତତେ ମିଳିଗଲି

ପୁ-ହାଁ ଏ ଜୀବନ ତୋ ପାଇଁରେ

ଝି-ଓ..ସାଥିରେ

ସୁନ୍ଦରୀ ମୁଁ ହେଲି ଆଜି ତୋ ସିନ୍ଦୁରରେ

ପୁ-ଧରା ପଡ଼ିଗଲି ଆଜି ତୋ ଓଢଣୀରେ...

ଝି-କାଲି ଯଉ କଥା ଅକୁହା ଅକୁହା ଓଠ ତଳେ ଲୁଚିଥିଲା

ପୁ-ହାଁ ଆଜି ସେ ଗୀତଟେ ହେଲା

ଝି-ହା ସେଇ ଗୀତ ଲାଗି ସୁରିଲା ସୁରିଲା କେଡେ ଝରିଗଲା

ପୁ-ହାଁ ପ୍ରେମର କାହାଣୀ ହେଲା

ଝି-ତୁ ମତେ ଡାକି ନେଲୁ ମୁଁ ତତେ ଡାକି ନେଲି

ତୁ ମତେ ଡାକି ନେଲୁ ମୁଁ ତତେ ଡାକି ନେଲି

ପୁ-ହୋ ମନ କଥା କହି ଦେଲିରେ

ଝି-ଓ...ସାଥିରେ...

କଣ୍ଢେଇ ମୁଁ ହେଇଗଲି ତୋ କାହାଣୀରେ

ପୁ-ଧରା ପଡ଼ିଗଲି ଆଜି ତୋ ଓଢଣୀରେ

ପୁ-ମନ ଥିଲା ମୋର ଚଗଲା ଚଗଲା ଉଡ଼ୁଥିଲା ଏଣେତେଣେ

ଝି-ହାଁ ମନେଇ ନେଲା ତ ଜଣେ

ପୁ-ହଁ ଏମିତି ନେଲା ମୋ ମନକୁ ମନେଇ କେମିତି କୁହୁକ ଜାଣେ

ଝି-ହୋ ତା ପ୍ରେମ ପାଖକୁ ଟାଣେ

ପୁ-ତୁ ମତେ ଟାଣି ନେଲୁ ମୁଁ ତତେ ଟାଣି ନେଲି

ତୁ ମତେ ଟାଣି ନେଲୁ ମୁଁ ତତେ ଟାଣି ନେଲି

ଝି-ଥିବା ଆମେ ସାଥି ହେଇରେ...

ପୁ-ଓ..ସାଥିରେ...

ଜାଗାଟିଏ ମିଳିଗଲା ତୋ ହୃଦୟରେ..

ଝି-ଜାଗାଟିଏ ମିଳିଗଲା ତୋ ହୃଦୟରେ..